ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା, ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ଖଲ୍ଲିକୋଟ ୨୬।୧୧: ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ ।  ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ହେଲେ କଣ୍ଟିଆପଲ୍ଲୀର କେ.ଗୋବିନ୍ଦ ରେଡ୍ଡୀ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।