ଡମ୍ପର ଧକ୍କାରେ ଚାଲିଗଲା ୬ ଜୀବନ

ନୟାଗଡ,୨୪ ।୧୧(ଓଡିଶା ଭାସ୍କର): ନୟାଗଡ ଜିଲ୍ଲା ଶରଣକୂଳରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ପର ଧକ୍କାରେ ଚାଲିଯାଇଛି ୬  ଜୀବନ । ନୟାଗଡରୁ ବଡଗାଁ ଯାଉଥିବା ବେଳେ ଡମ୍ପରଟି ପଥଚାରୀଙ୍କ ଉପରକୁ ମାଡିଯାଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର । ୨ଟି ସ୍ଥାନରେ ଦୁର୍ଘଟଣା କରିଛି ଡମ୍ପର । ମୃତକଙ୍କ ମଧ୍ୟରେ ୨ ମହିଳା, ୩ ପୁରୁଷ ଓ ଜଣେ ଥିବା ସୂଚନା ମିଳିଛି । ପ୍ରଥମେ […] The post ଡମ୍ପର ଧକ୍କାରେ ଚାଲିଗଲା ୬ ଜୀବନ appeared first on Odisha Bhaskar.

ଡମ୍ପର ଧକ୍କାରେ ଚାଲିଗଲା ୬ ଜୀବନ
ନୟାଗଡ,୨୪ ।୧୧(ଓଡିଶା ଭାସ୍କର): ନୟାଗଡ ଜିଲ୍ଲା ଶରଣକୂଳରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ପର ଧକ୍କାରେ ଚାଲିଯାଇଛି ୬  ଜୀବନ । ନୟାଗଡରୁ ବଡଗାଁ ଯାଉଥିବା ବେଳେ ଡମ୍ପରଟି ପଥଚାରୀଙ୍କ ଉପରକୁ ମାଡିଯାଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର । ୨ଟି ସ୍ଥାନରେ ଦୁର୍ଘଟଣା କରିଛି ଡମ୍ପର । ମୃତକଙ୍କ ମଧ୍ୟରେ ୨ ମହିଳା, ୩ ପୁରୁଷ ଓ ଜଣେ ଥିବା ସୂଚନା ମିଳିଛି । ପ୍ରଥମେ ନରେନ୍ଦ୍ରପୁରରେ ୨ ମହିଳାଙ୍କୁ ଧକ୍କା ଦେବା ପରେ ସୁଆରସାହିରେ ଦୁର୍ଘଟଣା ଘଟାଇଥିଲା ଡମ୍ପର । ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ଉତ୍ତେଜନା ସୃଷ୍ଟି ହୋଇଛି । ଏନେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଡମ୍ପର ଡ୍ରାଇଭରକୁ ଅଟକ ରଖିଛନ୍ତି ଗ୍ରାମବାସୀ । The post ଡମ୍ପର ଧକ୍କାରେ ଚାଲିଗଲା ୬ ଜୀବନ appeared first on Odisha Bhaskar.