‘ଦିଆଶିଲି ମଣିଷ’ ମାଇକେଲ୍‌ ଆର୍ନ‌ଙ୍କ ଅପୂର୍ବ କଳା

ମାଇକେଲ୍‌ ଆର୍ନ‌୍‌ ‘ଦିଆଶିଲି ମଣିଷ’ ଭାବେ ଜଣାଶୁଣା। ଦିଆଶିଲି କାଠି ଦ୍ବାରା ସେ ବିଭିନ୍ନ ଜିନିଷ ତିଆରି କରିବା କଳାରେ ବେଶ୍‌ ପାରଙ୍ଗମ। କିଛି ଦିନ ତଳେ ୯୫୬,୦୦୦ଟି ଦିଆଶିଲି କାଠି ଏବ˚ ୧୬୮୬ଟି ଟ୍ୟୁବ୍‌ ଅଠାରେ ଗଢ଼ିଥିଲେ ଗୋଟିଏ ଫର୍ମୁଲା-୧ ରେସି˚ କାର‌୍‌। ଏବେ ଗୋଟିଏ ଡାଲା ନ ଥିବା ଟ୍ରକ୍‌ ଗଢ଼ିଛନ୍ତି। ଏହାକୁ ଗଢ଼ିବା ବାବଦରେ ସେ ବ୍ୟୟ କରିଛନ୍ତି ପ୍ରାୟ ଚାରି ଲକ୍ଷ ଟଙ୍କା। ଏହା ତିରିଶ ଭାଗରେ ବିଭକ୍ତ। ଏହାକୁ ଭାଙ୍ଗି […] The post ‘ଦିଆଶିଲି ମଣିଷ’ ମାଇକେଲ୍‌ ଆର୍ନ‌ଙ୍କ ଅପୂର୍ବ କଳା first appeared on Sambad.

‘ଦିଆଶିଲି ମଣିଷ’ ମାଇକେଲ୍‌ ଆର୍ନ‌ଙ୍କ ଅପୂର୍ବ କଳା
ମାଇକେଲ୍‌ ଆର୍ନ‌୍‌ ‘ଦିଆଶିଲି ମଣିଷ’ ଭାବେ ଜଣାଶୁଣା। ଦିଆଶିଲି କାଠି ଦ୍ବାରା ସେ ବିଭିନ୍ନ ଜିନିଷ ତିଆରି କରିବା କଳାରେ ବେଶ୍‌ ପାରଙ୍ଗମ। କିଛି ଦିନ ତଳେ ୯୫୬,୦୦୦ଟି ଦିଆଶିଲି କାଠି ଏବ˚ ୧୬୮୬ଟି ଟ୍ୟୁବ୍‌ ଅଠାରେ ଗଢ଼ିଥିଲେ ଗୋଟିଏ ଫର୍ମୁଲା-୧ ରେସି˚ କାର‌୍‌। ଏବେ ଗୋଟିଏ ଡାଲା ନ ଥିବା ଟ୍ରକ୍‌ ଗଢ଼ିଛନ୍ତି। ଏହାକୁ ଗଢ଼ିବା ବାବଦରେ ସେ ବ୍ୟୟ କରିଛନ୍ତି ପ୍ରାୟ ଚାରି ଲକ୍ଷ ଟଙ୍କା। ଏହା ତିରିଶ ଭାଗରେ ବିଭକ୍ତ। ଏହାକୁ ଭାଙ୍ଗି ଅଲଗା ଅଲଗା କରାଯାଇପାରିବ। ନିଜର ଦିଆଶିଲି କଳା-କୃତିଗୁଡ଼ିକୁ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ କରି ସେ ଦର୍ଶକଙ୍କୁ ଚମତ୍କୃତ କରିବା ସହ ଭଲ ରୋଜଗାର ମଧ୍ୟ କରୁଛନ୍ତି।The post ‘ଦିଆଶିଲି ମଣିଷ’ ମାଇକେଲ୍‌ ଆର୍ନ‌ଙ୍କ ଅପୂର୍ବ କଳା first appeared on Sambad.