ଦେଶରେ ୮୧ ହଜାର ୪୮୪ ନୂଆ କୋରୋନା ମାମଲା, ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ୮୧ ହଜାର ୪୮୪ ନୂଆ କୋରୋନା ମାମଲା ଆସିଛି । ଏଥିସହ ଭାରତର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୩ ଲକ୍ଷ ୫୨ ହଜାର ୭୮ ଜଣ ସୁସ୍ଥ ହୋଇସାରିଛନ୍ତି । ୯ ଲକ୍ଷ ୪୨ ହଜାର ୨୧୭ ଜଣ ଚିକିତ୍ସାଧୀନ ଅଛନ୍ତି । ଏଣେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ […] The post ଦେଶରେ ୮୧ ହଜାର ୪୮୪ ନୂଆ କୋରୋନା ମାମଲା, ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩ appeared first on The News Room.

ଦେଶରେ ୮୧ ହଜାର ୪୮୪ ନୂଆ କୋରୋନା ମାମଲା, ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩
ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ୮୧ ହଜାର ୪୮୪ ନୂଆ କୋରୋନା ମାମଲା ଆସିଛି । ଏଥିସହ ଭାରତର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୩ ଲକ୍ଷ ୫୨ ହଜାର ୭୮ ଜଣ ସୁସ୍ଥ ହୋଇସାରିଛନ୍ତି । ୯ ଲକ୍ଷ ୪୨ ହଜାର ୨୧୭ ଜଣ ଚିକିତ୍ସାଧୀନ ଅଛନ୍ତି । ଏଣେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ ବୃଦ୍ଧି ପାଇଛି । ଦିନକରେ ଦେଶରେ ୧୦୯୫ ଜଣ ପ୍ରାଣ ହରାଇଛନ୍ତି । The post ଦେଶରେ ୮୧ ହଜାର ୪୮୪ ନୂଆ କୋରୋନା ମାମଲା, ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩ appeared first on The News Room.