ଦଶହରାରେ ବି ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର): ଗାଡ଼ି ପଞ୍ଜିକରଣ ପାଇଁ ଦଶହରାରେ ମଧ୍ୟ ଖୋଲା ରହିବ ଆରଟିଓ ଅଫିସ । ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ ଆରଟିଓ ଅଫିସ ଖୋଲା ରହିବ । ଉଭୟ ଦିନ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ରହିବ । ଦଶହରାରେ ଆରଟିଓ ଅଫିସ ଖୋଲା ରହିବା ସମ୍ପର୍କରେ ସୂଚନା ଦିଆଯାଇଛି । The post ଦଶହରାରେ ବି ଖୋଲା ରହିବ ଆରଟିଓ ଅଫିସ appeared first on Odisha Bhaskar.