ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିରରୁ ବାହାରିଲା ୮ ଫୁଟ ଲମ୍ବର ଅହିରାଜ, ଦୋକାନ ଭିତରେ କରୁଥିଲା ଗର୍ଜନ

ନୀଳଗିରି,୫/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଥିବା ପଂଚଲିଙ୍ଗେଶ୍ୱର ଶୈବପୀଠରେ ଆଜି ୮ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଶୈବପୀଠରେ ଥିବା ଏକ ଦୋକାନ ଗୃହରେ ଅହିରାଜଟି ଥିବାବେଳେ ଦୋକାନୀ ଦେଖିବାକୁ ପାଇଥିଲେ। ସାପଟି ଗର୍ଜନ ଛାଡୁଥିବା ବେଳେ ଖବର ପାଇ ଟୁରିଷ୍ଟ ଗାଇଡ଼ ସାପଟିକୁ ଉଦ୍ଧାର କରିଥିଲେ। ପରେ ବନ ବିଭାଗ ସହାୟତାରେ ସାପଟିକୁ ପାଖ ଦେବଗିରି ପାହାଡ଼ରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।