ପାଠକ ବାପ-ପୁଅଙ୍କ ରିମାଣ୍ଡ ଶେଷ: କୋର୍ଟରେ ହାଜର

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କର ରିମାଣ୍ଡର ଅବଧି ଶେଷ ହୋଇଛି । ଫଳରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି । ପୂର୍ବରୁ ଭିଜିଲାନ୍ସର ଏସଆଇଟି ଉଭୟଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଥିବା ବେଳେ ଆଜି ରିମାଣ୍ଡର ଅବଧି ସରୁଥିବାରୁ ସେମାନଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରିଛି । ଆକାଶଙ୍କ ନାମରେ ଚାକିରି ଦେବା ନାଁରେ […] The post ପାଠକ ବାପ-ପୁଅଙ୍କ ରିମାଣ୍ଡ ଶେଷ: କୋର୍ଟରେ ହାଜର appeared first on Odisha Bhaskar.

ପାଠକ ବାପ-ପୁଅଙ୍କ ରିମାଣ୍ଡ ଶେଷ: କୋର୍ଟରେ ହାଜର
ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କର ରିମାଣ୍ଡର ଅବଧି ଶେଷ ହୋଇଛି । ଫଳରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି । ପୂର୍ବରୁ ଭିଜିଲାନ୍ସର ଏସଆଇଟି ଉଭୟଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଥିବା ବେଳେ ଆଜି ରିମାଣ୍ଡର ଅବଧି ସରୁଥିବାରୁ ସେମାନଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରିଛି । ଆକାଶଙ୍କ ନାମରେ ଚାକିରି ଦେବା ନାଁରେ ଅର୍ଥ ଲୁଟୁ କରିବା ମାମଲା ରୁଜୁ ହୋଇଛି । ତେବେ ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ ପିଟରଙ୍କୁ ମହାରାଷ୍ଟ୍ରର ପୁନେରୁ ଆଣି କ୍ରାଇମବ୍ରାଞ୍ଚ ଜେରା କରୁଥିବା ଜଣାପଡ଼ିଛି । The post ପାଠକ ବାପ-ପୁଅଙ୍କ ରିମାଣ୍ଡ ଶେଷ: କୋର୍ଟରେ ହାଜର appeared first on Odisha Bhaskar.