ପୁଣି ଭାରତ-ଚୀନ୍ ମୁହାଁମୁହିଁ

ନୂଆଦିଲ୍ଲୀ,୩୧ ।୮:ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ସେନା ପୁଣି ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅଗଷ୍ଟ ୨୯ ଓ ୩୦ ତାରିଖରେ ପେଙ୍ଗଙ୍ଗ ହ୍ରଦ ନିକଟରେ ମୁଡାଁମୁହିଁ ହୋଇଥିଲେ । ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ଚୀନ ସୈନିକ । ଫଳରେ ସେମାନଙ୍କ କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ଏନେଇ ଚୁସୁଲରେ ଉଭୟ ଦେଶର କମାଣ୍ଡର ସ୍ତରୀୟ ବୈଠକ ଜାରି ରହିଛି । The post ପୁଣି ଭାରତ-ଚୀନ୍ ମୁହାଁମୁହିଁ appeared first on Odisha Bhaskar.