ପଥର ଖଣିରେ ଦୃଘଟଣା, କାମ କରୁଥିବା ବେଳେ ଭୁସୁଡ଼ିଲା ପଥର, ଚାପି ହୋଇ ଶ୍ରମିକ ମୃତ

ପଥର ଖଣିରେ ଦୃଘଟଣା, କାମ କରୁଥିବା ବେଳେ ଭୁସୁଡ଼ିଲା ପଥର, ଚାପି ହୋଇ ଶ୍ରମିକ ମୃତ Date -15/5/2022/ଢେଙ୍କାନାଳ ସଦର Repoter -ତାପସଦାସ ଆଜି ଢେଙ୍କାନାଳ ସଦର ଛାଟିଆ ଖଣିରେ କାମ କରୁଥିବା ବେଳେ ପଥର ଭୁଶୁଡି ଶ୍ରମିକ ମୁର୍ତ, ଢେଙ୍କାନାଳ ସଦର ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଛାଟିଆ ମାଙ୍କଡ଼ ପଥର ଖଣିରେ ଏହି ଦୃଘଟଣା ଘଟିଛି, ମୁର୍ତ ଶ୍ରମିକ ସ୍ଥାନୀୟ ଛାଟିଆ ଗାଁ ରଞ୍ଜିତ ଦେହୁରୀ, କାମକରୁଥିବା ବେଳେ ପଥର ଭୁଶୁଡି ଯିବାରୁ ପଥର ତଳେ ଚାପି ହୋଇ ଜଣେ ଶ୍ରମିକ ମୁର୍ତୁ ଘଟିଛି, ଖବର ଅନୁଯାୟୀ, ସବୁଦିନ ପରି ରଞ୍ଜିତ ଅନ୍ୟ ଶ୍ରମିକ ଙ୍କ ସହ ଖଣିକୁ କାମ କରିବାକୁ ଯାଇ ଥିଲେ, ପଥର ବୋଝେଇ ଚାଲିଥିବା ବେଳେ ତାଙ୍କ ଉପରେ କିଛି ପଥରଭୁଶୁଡି ପଡିଥିଲା, ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା, ତେବେ ସେତେବେଳେ କୁ ତାଙ୍କର ମୁର୍ତୁ ଘଟି ସାରିଥିଲା, ତେବେ ଶ୍ରମିକ ଙ୍କ ମୁର୍ତୁ ପାଇଁ ଖଣି ମାଲିକ ଙ୍କୁ ଦାଇ କରିଛନ୍ତି ମୁର୍ତ ଶ୍ରମିକ ଙ୍କ ପରିବାର, ଘଟଣା ପରେ ଖଣି ମାଲିକ ଫେରାର, ଥିବା ଜଣା ପଡିଛି, ଯୋରନ୍ଦା ପୋଲିସ ଓ ସଦର ପୋଲିସ ର ତଦନ୍ତ ଛାନ ଭିନ, ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ,

ପଥର ଖଣିରେ ଦୃଘଟଣା, କାମ କରୁଥିବା ବେଳେ ଭୁସୁଡ଼ିଲା ପଥର, ଚାପି ହୋଇ ଶ୍ରମିକ ମୃତ