ପରୀ ମାମଲା: ପକସୋ କୋର୍ଟରେ ଅଭିଯୁକ୍ତ ହାଜର

ନୟାଗଡ,୫ ।୧(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆଜି ପକସୋ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ସରୋଜ ସେଠୀ ହାଜର ହୋଇଛି । ଏହା ସହ କୋର୍ଟରେ ସରୋଜର ମା’ ଓ ଭଉଣୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଅଭିଯୁକ୍ତକୁ ନାବାଳକ ଦର୍ଶାଇ କାଲି କୋର୍ଟରେ ଆବେଦନ ହୋଇଥିଲା । ଏନେଇ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଏହି ମାମଲାରେ ଆଜି ଚୂଡାନ୍ତ ରାୟ ଶୁଣାଇ ପାରନ୍ତି […] The post ପରୀ ମାମଲା: ପକସୋ କୋର୍ଟରେ ଅଭିଯୁକ୍ତ ହାଜର appeared first on Odisha Bhaskar.

ପରୀ ମାମଲା: ପକସୋ କୋର୍ଟରେ ଅଭିଯୁକ୍ତ ହାଜର
ନୟାଗଡ,୫ ।୧(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆଜି ପକସୋ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ସରୋଜ ସେଠୀ ହାଜର ହୋଇଛି । ଏହା ସହ କୋର୍ଟରେ ସରୋଜର ମା’ ଓ ଭଉଣୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଅଭିଯୁକ୍ତକୁ ନାବାଳକ ଦର୍ଶାଇ କାଲି କୋର୍ଟରେ ଆବେଦନ ହୋଇଥିଲା । ଏନେଇ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଏହି ମାମଲାରେ ଆଜି ଚୂଡାନ୍ତ ରାୟ ଶୁଣାଇ ପାରନ୍ତି କୋର୍ଟ । ଅନ୍ୟପଟେ ସରୋଜର ନାର୍କୋ ଟେଷ୍ଟ ଉପରେ ବି ଆଜି ଶୁଣାଣି ହୋଇପାରେ । ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । The post ପରୀ ମାମଲା: ପକସୋ କୋର୍ଟରେ ଅଭିଯୁକ୍ତ ହାଜର appeared first on Odisha Bhaskar.