ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ; ପାସ୍‍ ହାର ୭୦.୨୧ ପ୍ରତିଶତ

ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ । ଏ ବର୍ଷ ମୋଟ ୯୭ ହଜାର ୩୭୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୬୮ ହଜାର ୩୭୪ ଜଣ ପାସ କରିଛନ୍ତି । ପାସ୍ କରିଥିବା ଛାତ୍ରୀଙ୍କ ପାସ୍ ହାର ୩୧ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୩୯ ପ୍ରତିଶତ ରହିଛି । ଏଥର ମୋଟ ପାସ ହାର ରହିଛି ୭୦ .୨୧ ପ୍ରତିଶତ The post ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ; ପାସ୍‍ ହାର ୭୦.୨୧ ପ୍ରତିଶତ appeared first on Dharitri Odia News.