ବିଏସଫର ଆଇଜି ହେଲେ ସୁଶାନ୍ତ ନାଥ

ନୂଆଦିଲ୍ଲୀ, ୨୧ା୯: ସୀମା ସୁରକ୍ଷା ବଳ(ବିଏସଏଫ)ର ଆଇଜି ହୋଇଛନ୍ତି ଓଡ଼ିଆ ଆଇପିଏସ ସୁଶାନ୍ତ ନାଥ । କେନ୍ଦ୍ରୀୟ ଡ଼େପୁଟେସନରେ ୫ବର୍ଷ ପାଇଁ ଦାୟିତ୍ୱ ତୁଲାଇବେ ସୁଶାନ୍ତ । ସୁଶାନ୍ତଙ୍କୁ କାର୍ଯ୍ୟଭାର ମୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଓ ଡ଼ିଜିପିଙ୍କୁ ଚିଠି ଲେଖିଥିଲା କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ । The post ବିଏସଫର ଆଇଜି ହେଲେ ସୁଶାନ୍ତ ନାଥ appeared first on Odisha Bhaskar.