ବିଜେଡିରୁ ଜୀବନ ପ୍ରଦୀପ ଦାସ ନିଲମ୍ବିତ

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର) : ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦାପ ଦାସଙ୍କୁ ସସପେଣ୍ଡ କରାଯାଇଛି । The post ବିଜେଡିରୁ ଜୀବନ ପ୍ରଦୀପ ଦାସ ନିଲମ୍ବିତ appeared first on Odisha Bhaskar.