ବଡ ଖବର: ପୁଣି ରାଜ୍ୟରୁ ୪୨୪୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୧ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୪୨୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୦୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । […] The post ବଡ ଖବର: ପୁଣି ରାଜ୍ୟରୁ ୪୨୪୨ ପଜିଟିଭ ଚିହ୍ନଟ appeared first on Odisha Bhaskar.

ବଡ ଖବର: ପୁଣି ରାଜ୍ୟରୁ ୪୨୪୨ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୨୧ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୪୨୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୦୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Covid-19 Report For 20th September New Positive Cases: 4242In quarantine: 2503Local contacts: 1739 (Details of local contacts will be shared by concerned Dist Administration) District Wise Cases 1. Angul: 1302. Balasore: 1553. Bargarh: 1144. Bhadrak: 1145. Balangir: 68 — I & PR Department, Odisha (@IPR_Odisha) September 21, 2020 22. Mayurbhanj: 17123. Nawarangpur: 5424. Nayagarh: 5325. Nuapada: 5826. Puri: 18227. Rayagada: 13428. Sambalpur: 11329. Sonepur: 1930. Sundargarh: 13331. State Pool: 206 New Recovery: 4018Cumulative Tested: 2814734Positive: 184122Recovered: 145675Active Case: 37684 — I & PR Department, Odisha (@IPR_Odisha) September 21, 2020 ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଓ କଟକରୁ ୫୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । The post ବଡ ଖବର: ପୁଣି ରାଜ୍ୟରୁ ୪୨୪୨ ପଜିଟିଭ ଚିହ୍ନଟ appeared first on Odisha Bhaskar.