ବିଧବାଙ୍କୁ ତ୍ୱରିତ ସହାୟତା ଯୋଗାଇ ପ୍ରଶଂସିତ ହେଲେ ପ୍ରଶାସନିକ ଅଧିକାରୀ

ବିଧବାଙ୍କୁ ତ୍ୱରିତ ସହାୟତା ଯୋଗାଇ ପ୍ରଶଂସିତ ହେଲେ ପ୍ରଶାସନିକ ଅଧିକାରୀ! ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାପୁର ଗାଁ ର ବଗବତୀ ନାଏକ ସ୍ୱାମୀ ସଇଁଆ ନାଏକଙ୍କ ମୃତ୍ୟୁ ପରେ ନିଃସହାୟ ହୋଇପଡ଼ିଥିଲେ। ନିଜର ଅସହାୟ ବିଷୟରେ ସଦର ବିଡ଼ିଓ ଶ୍ରୀଯୁକ୍ତ ସୁଧୀର ନାୟକଙ୍କୁ ଅବଗତ କରାଇଥିଲେ। ସଦର ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଭାଶୀଷ ମହାପାତ୍ର ସାଙ୍ଗେ ସାଙ୍ଗେ ବିଧବା ଭତ୍ତା ପ୍ରଦାନ କରି ବିଧବା ଭଗବତୀଙ୍କ ମୁଁହରେ ହସ ଫୁଟାଇ ଛନ୍ତି। ରିପୋର୍ଟ ଜିତେନ୍ଦ୍ର ବେହେରା ଢେଙ୍କାନାଳ

ବିଧବାଙ୍କୁ ତ୍ୱରିତ ସହାୟତା ଯୋଗାଇ ପ୍ରଶଂସିତ ହେଲେ ପ୍ରଶାସନିକ ଅଧିକାରୀ