ବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

ମୁମ୍ବାଇ,୧୬ ।୧୦: ବଲିଉଡ୍ କଶ୍ଠଶିଳ୍ପୀ କୁମାର ସାନୁ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ୍ ହେବା ପରେ ସେ ନିଜର ସମସ୍ତ ପୋଗ୍ରାମ ବାତିଲ କରିଛନ୍ତି । ସୂଚନା ମିଳୁଛି କି, କୁମାର ସାନୁ ନିଜ ପରିବାରକୁ ଭେଟିବା ପାଇଁ ଆମେରିକା ଯାଇଥାନ୍ତେ । ଏ ସଂପର୍କରେ କୁମାର ସାନୁ ସୋସିଆଲ୍ ଜରିଆରେ ଜଣାଇଛନ୍ତି । ସେ ବମ୍ବେ ଟାଇମ୍‌ସକୁ ସାକ୍ଷାତ୍‌କାର ଦେବା ସମୟରେ କହିଥି‌ଲେ ‘ମୁଁ ମୋ ପରିବାର ସହ ସମୟ ବିତାଇବା ପାଇଁ […] The post ବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା appeared first on Odisha Bhaskar.

ବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା
ମୁମ୍ବାଇ,୧୬ ।୧୦: ବଲିଉଡ୍ କଶ୍ଠଶିଳ୍ପୀ କୁମାର ସାନୁ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ୍ ହେବା ପରେ ସେ ନିଜର ସମସ୍ତ ପୋଗ୍ରାମ ବାତିଲ କରିଛନ୍ତି । ସୂଚନା ମିଳୁଛି କି, କୁମାର ସାନୁ ନିଜ ପରିବାରକୁ ଭେଟିବା ପାଇଁ ଆମେରିକା ଯାଇଥାନ୍ତେ । ଏ ସଂପର୍କରେ କୁମାର ସାନୁ ସୋସିଆଲ୍ ଜରିଆରେ ଜଣାଇଛନ୍ତି । ସେ ବମ୍ବେ ଟାଇମ୍‌ସକୁ ସାକ୍ଷାତ୍‌କାର ଦେବା ସମୟରେ କହିଥି‌ଲେ ‘ମୁଁ ମୋ ପରିବାର ସହ ସମୟ ବିତାଇବା ପାଇଁ ଆମେରିକା ଯିବାକୁ ଯୋଜନା କରୁଛି,। ‌ମୁଁ ମୋ ପତ୍ନୀ ସାଲୋନି, ଝିଅ ଶାନନ୍ ଏବଂ ଆନ୍ନାବେଲଙ୍କ ସହ ଏବେ କିଛି ଦିନ ସାଥୀରେ ରହିବାର ଯୋଜନା କରିଛି। The post ବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା appeared first on Odisha Bhaskar.