ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସମ୍ଭାବନା

ନୂୂଆଦିଲ୍ଲୀ – ବିହାର ବିଧାନସଭା ନିର୍ବାଚନ ସହ କିଛି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସମ୍ଭାବନା ରହିଛି । ଆଜି ନିର୍ବାଚନ କମିଶନ ପ୍ରେସ ମିଟ୍ କରି ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ଓଡିଶାର ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବି ତାରିଖ ଘୋଷଣା ହୋଇପାରେ । ନଭେମ୍ବର ୨୯ ତାରିଖ ସୁଦ୍ଧା ବିହାର ବିଧାନସଭା ନିର୍ବାଚନ ସମେତ ଉପନିର୍ବାଚନ ସରିବ ବୋଲି ପୂର୍ବରୁ […] The post ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସମ୍ଭାବନା appeared first on The News Room.

ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସମ୍ଭାବନା
ନୂୂଆଦିଲ୍ଲୀ – ବିହାର ବିଧାନସଭା ନିର୍ବାଚନ ସହ କିଛି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସମ୍ଭାବନା ରହିଛି । ଆଜି ନିର୍ବାଚନ କମିଶନ ପ୍ରେସ ମିଟ୍ କରି ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ଓଡିଶାର ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବି ତାରିଖ ଘୋଷଣା ହୋଇପାରେ । ନଭେମ୍ବର ୨୯ ତାରିଖ ସୁଦ୍ଧା ବିହାର ବିଧାନସଭା ନିର୍ବାଚନ ସମେତ ଉପନିର୍ବାଚନ ସରିବ ବୋଲି ପୂର୍ବରୁ କମିଶନ ଘୋଷଣା କରିଥିଲେ । The post ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସମ୍ଭାବନା appeared first on The News Room.