ଭକ୍ତଙ୍କୁ ତାରାତାରିଣୀ ଯାତ୍ରା ମନା

ଛତ୍ରପୁର,୧୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ମା ତାରାତାରିଣୀଙ୍କ ଯାତ୍ରା ବନ୍ଦ ରହିବ। କେବଳ ମା’ଙ୍କ ରୀତିନୀତି ପୂଜକଙ୍କ ଦ୍ୱାରା ଅନୁପାଳନ କରାଯିବ । ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ ବନ୍ଦ ରହିବ ବୋଲି ସୋମବାର ଜ଼ିଲାପାଳ ବିଜୟ ଅବୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଗତ ମଙ୍ଗଳବାର ପାଳିରେ କେବଳ ପୁରୁଷୋତ୍ତମପୁର ବ୍ଲକ ଓ ଏନ୍‌ଏସିର ଲୋକଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳିଥିଲା। ଏଥିପାଇଁ […] The post ଭକ୍ତଙ୍କୁ ତାରାତାରିଣୀ ଯାତ୍ରା ମନା appeared first on Dharitri Odia News.

ଭକ୍ତଙ୍କୁ ତାରାତାରିଣୀ ଯାତ୍ରା ମନା
ଛତ୍ରପୁର,୧୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ମା ତାରାତାରିଣୀଙ୍କ ଯାତ୍ରା ବନ୍ଦ ରହିବ। କେବଳ ମା’ଙ୍କ ରୀତିନୀତି ପୂଜକଙ୍କ ଦ୍ୱାରା ଅନୁପାଳନ କରାଯିବ । ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ ବନ୍ଦ ରହିବ ବୋଲି ସୋମବାର ଜ଼ିଲାପାଳ ବିଜୟ ଅବୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଗତ ମଙ୍ଗଳବାର ପାଳିରେ କେବଳ ପୁରୁଷୋତ୍ତମପୁର ବ୍ଲକ ଓ ଏନ୍‌ଏସିର ଲୋକଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳିଥିଲା। ଏଥିପାଇଁ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ ଥିଲା। The post ଭକ୍ତଙ୍କୁ ତାରାତାରିଣୀ ଯାତ୍ରା ମନା appeared first on Dharitri Odia News.