ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ସଫ୍ଟଓ୍ବେର କମ୍ପାନୀ ଟେକ ମହିନ୍ଦ୍ରା ଅଫିସକୁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। ୩ ଦିନ ଭିତରେ ଏହି ଅଫିସ୍‌ର ୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସଂସ୍ଥାର ସମସ୍ତ ୬୭ କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର […] The post ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ appeared first on Dharitri Odia News.

ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ
ଭୁବନେଶ୍ୱର, ୭।୭(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ସଫ୍ଟଓ୍ବେର କମ୍ପାନୀ ଟେକ ମହିନ୍ଦ୍ରା ଅଫିସକୁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। ୩ ଦିନ ଭିତରେ ଏହି ଅଫିସ୍‌ର ୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସଂସ୍ଥାର ସମସ୍ତ ୬୭ କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ସୂଚନା ଦେଇଛନ୍ତି। The post ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ appeared first on Dharitri Odia News.