ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର

ଭୁବନେଶ୍ୱର,୭।୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର । ବେନାମୀ ଚିଠିରେ ଉଲ୍ଲେଖ ରହିଛି ଷଡଯନ୍ତ୍ରର ପୂରା ତଥ୍ୟ। ୧୭ଟି କାର ନମ୍ବର ସେଥିରେ ଉଲ୍ଲେଖ ରହିଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । The post ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର appeared first on Odisha Bhaskar.