ମୋଦି ଡାକିଥିବା ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ନାହିଁ ମମତା

କୋଲକତା,୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଡକାଯାଇଥିବା ଏକ ଡିଜିଟାଲ ବୈଠକରେ ଯୋଗଦେବେ ନାହିଁ। ରାଜ୍ୟ ସରକାର ସୂତ୍ର ଗୁରୁବାର ଏହି ସୂଚନା ମିଳିଛି। ଏହି ସଭାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଲାପାନ ବନ୍ଦୋପାଧ୍ୟାୟ ଉପସ୍ଥିତ ରହିବେ ଜଣାପଡିଛି। ସେ କହିଛନ୍ତି ଯେ ମମତା ବାନାର୍ଜୀ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଦୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗୁରୁବାର ସନ୍ଧ୍ୟା ୬.୩୦ରେ ଏକ ବୈଠକ […] The post ମୋଦି ଡାକିଥିବା ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ନାହିଁ ମମତା appeared first on Dharitri Odia News.

ମୋଦି ଡାକିଥିବା ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ନାହିଁ ମମତା
କୋଲକତା,୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଡକାଯାଇଥିବା ଏକ ଡିଜିଟାଲ ବୈଠକରେ ଯୋଗଦେବେ ନାହିଁ। ରାଜ୍ୟ ସରକାର ସୂତ୍ର ଗୁରୁବାର ଏହି ସୂଚନା ମିଳିଛି। ଏହି ସଭାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଲାପାନ ବନ୍ଦୋପାଧ୍ୟାୟ ଉପସ୍ଥିତ ରହିବେ ଜଣାପଡିଛି। ସେ କହିଛନ୍ତି ଯେ ମମତା ବାନାର୍ଜୀ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଦୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗୁରୁବାର ସନ୍ଧ୍ୟା ୬.୩୦ରେ ଏକ ବୈଠକ ଡାକି କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗୋଟିଏ ଦିନରେ ଦେଶରେ କରୋନା ୧,୨୬,୭୮୯ଟି ନୂଆ ମାମଲା ରିପୋର୍ଟ ହେବା ପରେ ମୋଟ ସଂକ୍ରମଣ ସଂଖ୍ୟା ୧,୨୯,୨୮,୫୭୪କୁ ବୃଦ୍ଧି ପାଇଛି। The post ମୋଦି ଡାକିଥିବା ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ନାହିଁ ମମତା appeared first on Dharitri Odia News.