ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର, ଶଳା-ଭିଣୋଇ ମୃତ

ବାଲିଗୁଡା ୨୪।୪: ବାଲିଗୁଡ଼ା ନିକଟ ବଡଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଦୁଇ ମୃତ, ଅନ୍ୟ ଜଣେ ଗୁରୁତର । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଗେବାପଦରରୁ ବାଲିଗୁଡ଼ା ଆସୁଥିବାବେଳେ ବାଇ୍ କୁ ଧକ୍କା ଦେଲା ଟ୍ରାକ୍ଟର । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ଶଳା ଭିଣୋଇ ବୋଲି ଜଣାପଡିଛି ।  ମୃତକ ଦୁଇ ଜଣ ଡକାଡି ଗ୍ରାମର ରାଧାକାନ୍ତ ପୂଜାରୀ ଓ କୁଡ଼ୁ ତୁର୍ଲି ଗ୍ରାମର ଦଶରଥ ପ୍ରଧାନୀ ବୋଲି ଜଣାପଡିଛି।