ଯାତ୍ରୀବାହୀ ଘରୋଇ ବସ୍ ପାଇଁ ଟାକ୍ସ ରିହାତି କଲେ ସରକାର

ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ଯାତ୍ରୀବାହୀ ଘରୋଇ ବସ କ୍ଷେତ୍ରରେ ଟାକ୍ସ ରିହାତି କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଯାତ୍ରୀବାହୀ ବସ୍ କ୍ଷେତ୍ରରେ ଜୁଲାଇରେ ୭୫ ପ୍ରତିଶତ, ଅଗଷ୍ଟରେ ୫୦ ପ୍ରତିଶତ ଓ ସେପ୍ଟେମ୍ବରରେ ୨୫ ପ୍ରତିଶତ ଟାକ୍ସ ରିହାତି ଦିଆଯାଇଛି । ଏହି ଟାକ୍ସ ଛାଡ଼ ନିଷ୍ପତ୍ତିକୁ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି । ଏପ୍ରିଲ, ମେ ଓ […] The post ଯାତ୍ରୀବାହୀ ଘରୋଇ ବସ୍ ପାଇଁ ଟାକ୍ସ ରିହାତି କଲେ ସରକାର appeared first on Odisha Bhaskar.

ଯାତ୍ରୀବାହୀ ଘରୋଇ ବସ୍ ପାଇଁ ଟାକ୍ସ ରିହାତି କଲେ ସରକାର
ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ଯାତ୍ରୀବାହୀ ଘରୋଇ ବସ କ୍ଷେତ୍ରରେ ଟାକ୍ସ ରିହାତି କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଯାତ୍ରୀବାହୀ ବସ୍ କ୍ଷେତ୍ରରେ ଜୁଲାଇରେ ୭୫ ପ୍ରତିଶତ, ଅଗଷ୍ଟରେ ୫୦ ପ୍ରତିଶତ ଓ ସେପ୍ଟେମ୍ବରରେ ୨୫ ପ୍ରତିଶତ ଟାକ୍ସ ରିହାତି ଦିଆଯାଇଛି । ଏହି ଟାକ୍ସ ଛାଡ଼ ନିଷ୍ପତ୍ତିକୁ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି । ଏପ୍ରିଲ, ମେ ଓ ଜୁନରେ ସମ୍ପୂର୍ଣ୍ଣ ଟାକ୍ସ ଛାଡ଼ କରିଥିଲେ ସରକାର । The post ଯାତ୍ରୀବାହୀ ଘରୋଇ ବସ୍ ପାଇଁ ଟାକ୍ସ ରିହାତି କଲେ ସରକାର appeared first on Odisha Bhaskar.