ରେକର୍ଡ ଭାଙ୍ଗୁଛି ମହାମାରୀ । ରାଜ୍ୟରେ ଆଜି ସର୍ବାଧିକ ୭୫୫ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୫୦୮ ଏବଂ ୨୪୭ଜଣ ଲୋକାସ୍ କେସ୍ ।

କନକ ବ୍ୟୁରୋ: ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡରୁ ୬୨, କଟକରୁ ୫୫, ଖୋର୍ଦ୍ଧାରୁ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । Covid-19 Report For 9th July New Positive Cases: 755 In Quarantine: […]

ରେକର୍ଡ ଭାଙ୍ଗୁଛି ମହାମାରୀ । ରାଜ୍ୟରେ ଆଜି ସର୍ବାଧିକ ୭୫୫ ନୂଆ ଆକ୍ରାନ୍ତ ଚିହ୍ନଟ ।  ସଂଗରୋଧ କେନ୍ଦ୍ରରୁ ୫୦୮ ଏବଂ ୨୪୭ଜଣ ଲୋକାସ୍ କେସ୍ ।
କନକ ବ୍ୟୁରୋ: ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡରୁ ୬୨, କଟକରୁ ୫୫, ଖୋର୍ଦ୍ଧାରୁ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । Covid-19 Report For 9th July New Positive Cases: 755 In Quarantine: 508 Local Contacts: 247 (Details of local contacts will be shared by concerned Dist Administration) District Wise Cases 1. Angul: 3 2. Balasore: 9 3. Bargarh: 1 4. Bhadrak: 2 5. Bolangir: 12 6. Cuttack: 55 — I & PR Department, Odisha (@IPR_Odisha) July 10, 2020 ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୧୧ ହଜାର ୯୫୬ରେ ପହଁଚିଛି । ଏମାନଙ୍କ ମଧ୍ୟରେୁ ୭ହଜାର ୪୦୭ ଜଣ ସୁସ୍ଥ ହୋଇଥିବାବେଳେ ୪ ହଜାର ୪୭୬ ସୁସ୍ଥ ହୋଇଛନ୍ତି । ଗତକାଲି ପରୀକ୍ଷା କରାଯାଇଥିବା ୬ ହଜାର ୪୫୬ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।