ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା, ୩୦ ଜିଲ୍ଲାରୁ ୧୯୩୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୨୦ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୧୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି […] The post ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା, ୩୦ ଜିଲ୍ଲାରୁ ୧୯୩୧ ପଜିଟିଭ ଚିହ୍ନଟ appeared first on Odisha Bhaskar.

ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା, ୩୦ ଜିଲ୍ଲାରୁ ୧୯୩୧ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୨୦ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୧୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Covid-19 Report For 20th October New Positives Cases: 1931In quarantine: 1120Local contacts: 811 (Details of local contacts will be shared by concerned District Administration) District Wise Cases 1. Angul: 1202. Balasore: 733. Bargarh: 664. Bhadrak: 645. Balangir: 64 — I & PR Department, Odisha (@IPR_Odisha) October 21, 2020 ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଓ କଟକରୁ ୧୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 22. Mayurbhanj: 9923. Nawarangpur: 6224. Nayagarh: 2325. Nuapada: 4326. Puri: 7227. Rayagada: 2528. Sambalpur: 3729. Sonepur: 3030. Sundargarh: 10431. State Pool: 51 New recoveries: 2622Cumulative Tested: 4159394Positive: 274181Recovered: 252197Active cases: 20750 — I & PR Department, Odisha (@IPR_Odisha) October 21, 2020 The post ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା, ୩୦ ଜିଲ୍ଲାରୁ ୧୯୩୧ ପଜିଟିଭ ଚିହ୍ନଟ appeared first on Odisha Bhaskar.