ରାଜ୍ୟରେ ପୁଣି ୩ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ୨୪ ଘଂଟାରେ ୨୬୯୭ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ୪୮୨

ଭୁବନେଶ୍ୱର- ରାଜ୍ୟରେ ଆଉ ୨ ହଜାର ୬୯୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ସଂଗରୋଧରୁ ୧ ହଜାର ୫୭୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୧୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୪୮୨, କଟକରୁ ୨୩୪, ନୂଆପଡାରୁ ୧୫୩, ମୟୂରଭଂଜରୁ ୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ୬୨, ନବରଂଗପୁରରୁ ୫୧, ଢେଙ୍କାନାଳ, ଗଂଜାମ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୪୫ ଜଣ […] The post ରାଜ୍ୟରେ ପୁଣି ୩ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ୨୪ ଘଂଟାରେ ୨୬୯୭ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ୪୮୨ appeared first on The News Room.

ରାଜ୍ୟରେ ପୁଣି ୩ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ୨୪ ଘଂଟାରେ ୨୬୯୭ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ୪୮୨
ଭୁବନେଶ୍ୱର- ରାଜ୍ୟରେ ଆଉ ୨ ହଜାର ୬୯୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ସଂଗରୋଧରୁ ୧ ହଜାର ୫୭୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୧୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୪୮୨, କଟକରୁ ୨୩୪, ନୂଆପଡାରୁ ୧୫୩, ମୟୂରଭଂଜରୁ ୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ୬୨, ନବରଂଗପୁରରୁ ୫୧, ଢେଙ୍କାନାଳ, ଗଂଜାମ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୪୫ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୯ରେ ପହଂଚିଛି । ଏଥିମଧ୍ୟରୁ ୨ ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇସାରିଥିଲା ବେଳେ ୨୮ ହଜାର ୮୧୧ ଚିକିତ୍ସିତ ହେଉଛନ୍ତି । ଏଣେ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୯୯୧କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୧୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । The post ରାଜ୍ୟରେ ପୁଣି ୩ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ୨୪ ଘଂଟାରେ ୨୬୯୭ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ୪୮୨ appeared first on The News Room.