ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା

ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ହସ୍ପିଟାଲରେ ବଢିଛି ୧୪୪୧ କୋଭିଡ ଶଯ୍ୟା । ହାଇଟେକ୍‌ ମେଡିକାଲ କଲେଜରେ ବଢିଛି ଆଉ ୫୦୦ କୋଭିଡ୍‌ ଶଯ୍ୟା । ସେହିପରି ସମ୍‌ ହସ୍ପିଟାଲର ୨ଟି ସ୍ଥାନରେ ମିଶି ୮୦୦ ଅତିରିକ୍ତ ଶଯ୍ୟା ବଢିଛି । ଜାମୁଝରିରେ ୩୦୦ ଓ ଜଟଣୀରେ ୫୦୦ ଶଯ୍ୟା ବଢିଛି । ନୀଳାଚଳ ହସ୍ପିଟାଲରେ ବଢିଛି ୧୨୬ ଶଯ୍ୟା ଓ ୧୫ ICU […] The post ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା appeared first on Odisha Bhaskar.

ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ହସ୍ପିଟାଲରେ ବଢିଛି ୧୪୪୧ କୋଭିଡ ଶଯ୍ୟା । ହାଇଟେକ୍‌ ମେଡିକାଲ କଲେଜରେ ବଢିଛି ଆଉ ୫୦୦ କୋଭିଡ୍‌ ଶଯ୍ୟା । ସେହିପରି ସମ୍‌ ହସ୍ପିଟାଲର ୨ଟି ସ୍ଥାନରେ ମିଶି ୮୦୦ ଅତିରିକ୍ତ ଶଯ୍ୟା ବଢିଛି । ଜାମୁଝରିରେ ୩୦୦ ଓ ଜଟଣୀରେ ୫୦୦ ଶଯ୍ୟା ବଢିଛି । ନୀଳାଚଳ ହସ୍ପିଟାଲରେ ବଢିଛି ୧୨୬ ଶଯ୍ୟା ଓ ୧୫ ICU ଶଯ୍ୟା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । The post ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା appeared first on Odisha Bhaskar.