ରାଜ୍ୟରେ ୩୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ୫୨୩, ଖୋର୍ଦ୍ଧାରୁ ୪୯୭, ନୂଆପଡାରୁ ୩୯୫

ଭୁବନେଶ୍ୱର- ରାଜ୍ୟରେ ୩ ହଜାର ୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୮୨୩ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୨୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୯୭ ଓ ନୂଆପଡାରୁ ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡରୁ ୧୫୬, କଟକରୁ ୧୪୦, ଝାରସୁଗୁଡାରୁ ୧୧୯, କେନ୍ଦୁଝରରୁ ୧୨୮, ସମ୍ବଲପୁରରୁ ୧୪୯, ପୁରୀରୁ ୧୨୯ ନୂଆ ପଜିଟିଭ […] The post ରାଜ୍ୟରେ ୩୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ୫୨୩, ଖୋର୍ଦ୍ଧାରୁ ୪୯୭, ନୂଆପଡାରୁ ୩୯୫ appeared first on The News Room.

ରାଜ୍ୟରେ ୩୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ୫୨୩, ଖୋର୍ଦ୍ଧାରୁ ୪୯୭, ନୂଆପଡାରୁ ୩୯୫
ଭୁବନେଶ୍ୱର- ରାଜ୍ୟରେ ୩ ହଜାର ୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୮୨୩ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୨୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୯୭ ଓ ନୂଆପଡାରୁ ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡରୁ ୧୫୬, କଟକରୁ ୧୪୦, ଝାରସୁଗୁଡାରୁ ୧୧୯, କେନ୍ଦୁଝରରୁ ୧୨୮, ସମ୍ବଲପୁରରୁ ୧୪୯, ପୁରୀରୁ ୧୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ନବରଙ୍ଗପୁରରୁ ୯୬, ବଲାଙ୍ଗିରରୁ ୯୨, ଯାଜପୁରରୁ ୭୬, ମୟୂରଭଞ୍ଜରୁ ୬୮, ଗଜପତିରୁ ୬୭, କଳାହାଣ୍ଡିରୁ ୫୩, ଭଦ୍ରକରୁ ୫୧, ଅନୁୁଗୁଳରୁ ୪୯, ଗଂଜାମ ଜିଲ୍ଲାରୁ ୪. ରାୟଗଡାରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୬୪ ହଜାର ୫୯୪ରେ ପହଂଚିଥିବା ବେଳେ ଏଥିରୁ ୩ ଲକ୍ଷ ୪୩ ହଜାର ୫୨୨ ସୁସ୍ଥ ହୋଇସାରିଲେଣି । ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି ୧୯ ହଜାର ୭୭ । The post ରାଜ୍ୟରେ ୩୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ୫୨୩, ଖୋର୍ଦ୍ଧାରୁ ୪୯୭, ନୂଆପଡାରୁ ୩୯୫ appeared first on The News Room.