ରେପୋ ରେଟ୍ ଅପରିବର୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ଗୃହ ଓ ଗାଡି ଋଣ ସୁଧ କମିବ ନାହିଁ

ମୁମ୍ବାଇ- ରେପୋ ରେଟ୍ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତନ କରିନାହିଁ ରିଜର୍ଭ ବ୍ୟାଙ୍କ୍ । ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ପରେ ଏହି ନିଷ୍ପତି ନେଇଛି ବ୍ୟାଙ୍କ୍ । ପୂର୍ବପରି ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩ ଦଶମିକ ୩୫ ପ୍ରତିଶତ ରହିବ । ଫଳରେ ଘର ଓ ଗାଡି ୠଣର ସୁଧ ହ୍ରାସ ପାଇବ ନାହିଁ । The post ରେପୋ ରେଟ୍ ଅପରିବର୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ଗୃହ ଓ ଗାଡି ଋଣ ସୁଧ କମିବ ନାହିଁ appeared first on The News Room.