ଲିଙ୍ଗରାଜ ଦର୍ଶନ: ବୟସସୀମା ନେଇ ହଟିଲା କଟକଣା

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ଏଣିକି ସର୍ବସାଧାରଣ କରିପାରିବେ ଲିଙ୍ଗରାଜଙ୍କ ଦର୍ଶନ । ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପୂର୍ବରୁ ବୟସସୀମା ନେଇ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି । ଏଣିକି ସବୁ ବୟସର ଲୋକ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ବିଏମସି ପକ୍ଷରୁ ମନ୍ଦିର ନିକଟରେ ମାଗଣା କୋଭିଡ ପରୀକ୍ଷଣ ବ୍ୟବସ୍ଥା କରାଯାଇଛି । […] The post ଲିଙ୍ଗରାଜ ଦର୍ଶନ: ବୟସସୀମା ନେଇ ହଟିଲା କଟକଣା appeared first on Odisha Bhaskar.

ଲିଙ୍ଗରାଜ ଦର୍ଶନ: ବୟସସୀମା ନେଇ ହଟିଲା କଟକଣା
ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ଏଣିକି ସର୍ବସାଧାରଣ କରିପାରିବେ ଲିଙ୍ଗରାଜଙ୍କ ଦର୍ଶନ । ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପୂର୍ବରୁ ବୟସସୀମା ନେଇ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି । ଏଣିକି ସବୁ ବୟସର ଲୋକ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ବିଏମସି ପକ୍ଷରୁ ମନ୍ଦିର ନିକଟରେ ମାଗଣା କୋଭିଡ ପରୀକ୍ଷଣ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିନେଇ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୨୭ ତାରିଖରୁ ମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତଙ୍କୁ ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । The post ଲିଙ୍ଗରାଜ ଦର୍ଶନ: ବୟସସୀମା ନେଇ ହଟିଲା କଟକଣା appeared first on Odisha Bhaskar.