ଶେରଗଡ: ମିଟର ରିଡର କର୍ମଚାରୀ ଠିକାଦାରଙ୍କ ବୀରୁଦ୍ଧରେ ମେଳି…

ହିଞ୍ଜିଳିକାଟୁ ତା ୨୮/୫ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ସବଡିଭିଜନ ମିଟର ରିଡର କର୍ମଚାରୀ ମାନେ ମେଳି ବାନ୍ଧି ଠିକାଦାର ତଥା ମା ପାର୍ବତୀ ଏସ ହେଚ ଜି ଏଜେନ୍ସୀ ପ୍ରତିନିଧି ଙ୍କଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ଶେରଗଡ ମିଟର ରିଡର ମାନେ ଏକ ୬ ଦଫା ଦାବିପତ୍ର ହିଞ୍ଜିଳି କାଟୁ ଵିଦ୍ୱୁତ ଵିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ଟି ପି ଏସ ଓ ଡି ଏଲ ଵ୍ରହ୍ମପୁର […] The post ଶେରଗଡ: ମିଟର ରିଡର କର୍ମଚାରୀ ଠିକାଦାରଙ୍କ ବୀରୁଦ୍ଧରେ ମେଳି… appeared first on ନିସର୍ତ୍ତ.

ଶେରଗଡ: ମିଟର ରିଡର କର୍ମଚାରୀ ଠିକାଦାରଙ୍କ ବୀରୁଦ୍ଧରେ ମେଳି…
ହିଞ୍ଜିଳିକାଟୁ ତା ୨୮/୫ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ସବଡିଭିଜନ ମିଟର ରିଡର କର୍ମଚାରୀ ମାନେ ମେଳି ବାନ୍ଧି ଠିକାଦାର ତଥା ମା ପାର୍ବତୀ ଏସ ହେଚ ଜି ଏଜେନ୍ସୀ ପ୍ରତିନିଧି ଙ୍କଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ଶେରଗଡ ମିଟର ରିଡର ମାନେ ଏକ ୬ ଦଫା ଦାବିପତ୍ର ହିଞ୍ଜିଳି କାଟୁ ଵିଦ୍ୱୁତ ଵିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ଟି ପି ଏସ ଓ ଡି ଏଲ ଵ୍ରହ୍ମପୁର ଅଧୀକ୍ଷକ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।ଏସ ହେଚ ଜି ଗୃପ ପ୍ରତିନିଧି ଙ୍କୁ ଗତ ମାସ ୨୧/୪ ଓ ଚଳିତ ମାସ ୧୧/୫ ରେ ଦୁଇ ଦୁଇ ଥର ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଈପାରିଲା ନାହିଁ। ଏନେଇ ଶୁକ୍ରବାର ଦିନ ଶେରଗଡ ମିଟର ରିଡର କର୍ମଚାରୀ ବାଇନାଥ ମହାରଣା, ଵିଷ୍ନୁ ଚରଣ ହୋତା, ଅଶୋକ କୁମାର ପ୍ରଧାନ, ପିଣ୍ଟୁ ସ୍ବାଇଁ, ରଵି କୁମାର ଵେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱମ୍ବର ସାହୁ // ହିଞ୍ଜିଳି ପ୍ରତିନିଧି // ନିସର୍ତ୍ତ ନିୟୁଜ The post ଶେରଗଡ: ମିଟର ରିଡର କର୍ମଚାରୀ ଠିକାଦାରଙ୍କ ବୀରୁଦ୍ଧରେ ମେଳି… appeared first on ନିସର୍ତ୍ତ.