ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି

ଓ୍ବାଶିଂଟନ,୨୦।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ସ୍ବର ଏବେ ବି ନରମି ନାହିଁ। ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା ପୂର୍ବରୁ ଟ୍ରମ୍ପ୍‌ କଡ଼ା ସ୍ବରରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି କ୍ଷମତା ହସ୍ତାନ୍ତର କରୁଛି। ତେବେ ମଧ୍ୟ ଲଢ଼େଇ ଜାରି ରହିବ। କ୍ୟାପିଟୋଲ ହିଲ୍‌ରେ ହୋଇଥିବା ହିଂସାକାଣ୍ଡକୁ ଟ୍ରମ୍ପ୍‌ ସମାଲୋଚନା କରିଛନ୍ତି। ପ୍ରତି ଆମେରିକା ବାସୀ ମିଳିତ ଭାବେ ସମସ୍ତ ସଙ୍କଟର ମୁକାବିଲା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଟ୍ରମ୍ପ୍‌ ନିଜର […] The post ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି appeared first on Dharitri Odia News.

ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି
ଓ୍ବାଶିଂଟନ,୨୦।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ସ୍ବର ଏବେ ବି ନରମି ନାହିଁ। ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା ପୂର୍ବରୁ ଟ୍ରମ୍ପ୍‌ କଡ଼ା ସ୍ବରରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି କ୍ଷମତା ହସ୍ତାନ୍ତର କରୁଛି। ତେବେ ମଧ୍ୟ ଲଢ଼େଇ ଜାରି ରହିବ। କ୍ୟାପିଟୋଲ ହିଲ୍‌ରେ ହୋଇଥିବା ହିଂସାକାଣ୍ଡକୁ ଟ୍ରମ୍ପ୍‌ ସମାଲୋଚନା କରିଛନ୍ତି। ପ୍ରତି ଆମେରିକା ବାସୀ ମିଳିତ ଭାବେ ସମସ୍ତ ସଙ୍କଟର ମୁକାବିଲା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଟ୍ରମ୍ପ୍‌ ନିଜର ୨୦ ମିନିଟ୍‌ ଭାଷଣରେ ନୂଆ ସରକାରଙ୍କୁ ଶୁଭକାମନା ଜଣାଇଛନ୍ତି। ନୂଆ ସରକାରଙ୍କ ଶାସନ କାଳରେ ଆମେରିକା ସୁରକ୍ଷିତ ଏବଂ ସମୃଦ୍ଧ ରହୁ ବୋଲି ସେ କାମନା କରିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ୪ ବର୍ଷ ବିତାଇବା ପରେ ଟ୍ରମ୍ପ୍‌ ଏବେ ଫ୍ଲୋରିଡ଼ା ସ୍ଥିତ ମାର୍‌-ଏ-ଲାଗୋ ରିଜୋର୍ଟରେ ବାସ କରିବେ। The post ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି appeared first on Dharitri Odia News.