ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ମାନିଲେ ଆକାଶ ପାଠକ

ଭୁବନେଶ୍ୱର-ଟ୍ରାଭେଲ ଏଜେନସୀ ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ନେଇ ଆକାଶ ପାଠକ ସ୍ୱୀକାର କରିଛନ୍ତି । କମିଶନଟରେଟ ପୋଲିସ ଆଗରେ ଏ କଥା ସ୍ୱୀକାର କରିଛନ୍ତି ଆକାଶ ପାଠକ । ଟାଟା ମୋଟର୍ସର ସେ ଏମ୍‌ଡି ନ ଥିଲେ ବୋଲି ଆକାଶ ପାଠକ ମାନିଛନ୍ତି । ଟଙ୍କା ଟ୍ରାଞ୍ଜାକସନ୍‌, ଫ୍ଲାଇଟ ଓ ହୋଟେଲ୍ ବୁକ୍ କଥା ବି ସେ ସ୍ୱୀକାର କରିଛନନ୍ତି । ଅକାଶଙ୍କ ହସ୍ତାକ୍ଷରକୁ ହ୍ୟାଣ୍ଡରାଇଟ୍ ବ୍ୟୁୁରୋକୁ ପଠାଯିବ ବୋଲି […] The post ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ମାନିଲେ ଆକାଶ ପାଠକ appeared first on The News Room.

ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ମାନିଲେ ଆକାଶ ପାଠକ
ଭୁବନେଶ୍ୱର-ଟ୍ରାଭେଲ ଏଜେନସୀ ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ନେଇ ଆକାଶ ପାଠକ ସ୍ୱୀକାର କରିଛନ୍ତି । କମିଶନଟରେଟ ପୋଲିସ ଆଗରେ ଏ କଥା ସ୍ୱୀକାର କରିଛନ୍ତି ଆକାଶ ପାଠକ । ଟାଟା ମୋଟର୍ସର ସେ ଏମ୍‌ଡି ନ ଥିଲେ ବୋଲି ଆକାଶ ପାଠକ ମାନିଛନ୍ତି । ଟଙ୍କା ଟ୍ରାଞ୍ଜାକସନ୍‌, ଫ୍ଲାଇଟ ଓ ହୋଟେଲ୍ ବୁକ୍ କଥା ବି ସେ ସ୍ୱୀକାର କରିଛନନ୍ତି । ଅକାଶଙ୍କ ହସ୍ତାକ୍ଷରକୁ ହ୍ୟାଣ୍ଡରାଇଟ୍ ବ୍ୟୁୁରୋକୁ ପଠାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । The post ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ମାନିଲେ ଆକାଶ ପାଠକ appeared first on The News Room.