ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚିସୂତାରେ ସିଲେଇଦେଲା ସ୍ୱାମୀ, ଅବୈଧ ସମ୍ପର୍କକୁ ନେଇ ଥିଲା ସନ୍ଦେହ

ନୂଆଦିଲ୍ଲୀ: ଜଣେ ୫୭ ବର୍ଷିୟ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚି ସୂତାରେ ସିଲେଇ ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରୁ । ପୋଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିନେଇଛି । ପୋଲିସ୍ ର କହିବାନୁସାରେ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । କାରଣ ସ୍ତ୍ରୀର ଅନ୍ୟ ଏକ ପୁରୁଷ ସହିତ ଅବୈଧ ସମ୍ପର୍କ ଥିବା ଅଭିଯୁକ୍ତ ସ୍ୱାମୀ ସନ୍ଦେହ କରୁଥିଲା । […] The post ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚିସୂତାରେ ସିଲେଇଦେଲା ସ୍ୱାମୀ, ଅବୈଧ ସମ୍ପର୍କକୁ ନେଇ ଥିଲା ସନ୍ଦେହ appeared first on Odisha Bhaskar.

ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚିସୂତାରେ ସିଲେଇଦେଲା ସ୍ୱାମୀ, ଅବୈଧ ସମ୍ପର୍କକୁ ନେଇ ଥିଲା ସନ୍ଦେହ
ନୂଆଦିଲ୍ଲୀ: ଜଣେ ୫୭ ବର୍ଷିୟ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚି ସୂତାରେ ସିଲେଇ ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରୁ । ପୋଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିନେଇଛି । ପୋଲିସ୍ ର କହିବାନୁସାରେ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । କାରଣ ସ୍ତ୍ରୀର ଅନ୍ୟ ଏକ ପୁରୁଷ ସହିତ ଅବୈଧ ସମ୍ପର୍କ ଥିବା ଅଭିଯୁକ୍ତ ସ୍ୱାମୀ ସନ୍ଦେହ କରୁଥିଲା । ସ୍ତ୍ରୀକୁ ମାରପିଟ୍ ବି କରୁଥିଲା ନିର୍ଦ୍ଦୟୀ ସ୍ୱାମୀ । ତେବେ ଏପରି କାଣ୍ଡ ଘଟାଇବା ପୁର୍ବରୁ ସ୍ତ୍ରୀ ସହିତ ଝଗଡ଼ା ହୋଇଥିଲା । ଆଉ ରାଗରେ ଆସି ଅଭିଯୁକ୍ତ ସ୍ୱାମୀ ପ୍ରଥମେ ସ୍ତ୍ରୀକୁ ମାରପିଟ୍ କରିଥିଲା ଓ ତାପରେ ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚି ସୂତାରେ ସିଲାଇଦେଇଥିଲା । ତେବେ ମହିଳାଙ୍କ ବୟସ ୪୫ ବର୍ଷ । ସେ ଏହି ମାମଲାରେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ତାଙ୍କର ଚିକିତ୍ସା କରାଯିବା ପରେ ଏଫଆଈଆର୍ ଦେଇଥିଲେ । ତାଙ୍କ ଖୁବ୍ ଗୁରୁତର ରହିଛି । The post ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚିସୂତାରେ ସିଲେଇଦେଲା ସ୍ୱାମୀ, ଅବୈଧ ସମ୍ପର୍କକୁ ନେଇ ଥିଲା ସନ୍ଦେହ appeared first on Odisha Bhaskar.