ସନ୍ଧ୍ୟା ୬ଟା ସୁଦ୍ଧା ୯୪.୫% ଟିକାକରଣ

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଦ୍ୱିତୀୟ ଦିନ । ରାଜ୍ୟରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୯୪.୫% ହିତାଧିକାରୀଙ୍କ ଟିକାଦାନ ହୋଇଥିବା ସୂଚନା ମିଳିଛି । ୩୭୫ଟି କେନ୍ଦ୍ରରେ ୩୦,୧୫୦ ଜଣଙ୍କୁ ଟିକାକରଣ କରାଯାଇଛି । ୩୭୫ଟି ମଧ୍ୟରୁ ୩୯ଟି ସ୍ଥାନରେ କୋଭାକ୍ସିନ ଟିକା ଦିଆଯାଇଛି । ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । The post ସନ୍ଧ୍ୟା ୬ଟା ସୁଦ୍ଧା ୯୪.୫% ଟିକାକରଣ appeared first on Odisha Bhaskar.