ସମ୍ବିଧାନ ଦିବସରେ ପ୍ରଣେତାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି ସମ୍ବିଧାନ ଦିବସ । ଏହି ଅବସରରେ ବିଶ୍ୱର ବୃହତମ ଗଣତନ୍ତ୍ରର ସମ୍ବିଧାନ ପ୍ରଣେତାମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୌଳିକ କର୍ତବ୍ୟ ସଂପାଦନ ବେଳେ ସମ୍ବିଧାନରେ ଲିପିବଦ୍ଧ ବିଚାର ଓ ଆଦର୍ଶ ପ୍ରତି ଆସ୍ଥା ସ୍ଥାପନ ଜାରି ରଖିବାକୁ ସନସ୍ତେ ଦୃଢ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । The post ସମ୍ବିଧାନ ଦିବସରେ ପ୍ରଣେତାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି appeared first on The News Room.