ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୯/୦୫(ଓଡିଶା ଭାସ୍କର):  ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ଆଜି ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଇସ୍ତଫା ଦେବା ପରେ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା  ହେବେ ବୋଲି ଜଣାପଡିଛି । ତାଙ୍କ ନାଁକୁ ପ୍ରସ୍ତାବିତ କରିଥିଲେ ସର୍ବାନନ୍ଦ ସୋନୱାଲା । ବିଜେପି ବିଧାୟକ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ଆଜି ନିଷ୍ପତି ନିଆଯାଇଛି । ଦଳର ସମସ୍ତ କର୍ମକର୍ତ୍ତାଙ୍କ ସର୍ବସମ୍ମତି କ୍ରମେ ହିମନ୍ତ ବିଶ୍ୱଶର୍ମାଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବା ନେଇ ନିଷ୍ପତି […] The post ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ appeared first on Odisha Bhaskar.

ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୯/୦୫(ଓଡିଶା ଭାସ୍କର):  ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ଆଜି ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଇସ୍ତଫା ଦେବା ପରେ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା  ହେବେ ବୋଲି ଜଣାପଡିଛି । ତାଙ୍କ ନାଁକୁ ପ୍ରସ୍ତାବିତ କରିଥିଲେ ସର୍ବାନନ୍ଦ ସୋନୱାଲା । ବିଜେପି ବିଧାୟକ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ଆଜି ନିଷ୍ପତି ନିଆଯାଇଛି । ଦଳର ସମସ୍ତ କର୍ମକର୍ତ୍ତାଙ୍କ ସର୍ବସମ୍ମତି କ୍ରମେ ହିମନ୍ତ ବିଶ୍ୱଶର୍ମାଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବା ନେଇ ନିଷ୍ପତି ନିଆଯାଇଛି । ସୁଚନାଯୋଗ୍ୟ, କିଛି ଘଣ୍ଟା ପୂର୍ବେ ସର୍ବାନନ୍ଦ ସୋନୱାଲା ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ।   The post ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ appeared first on Odisha Bhaskar.