ହୋଲି ପାଳନକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା

ଲକ୍ଷ୍ନୌ,୨୯।୩ : ଉତ୍ତର ପ୍ରଦେଶର ଏଟାଓ୍ବା ଜିଲାର ମେବତି ତୋଲା ଅଞ୍ଚଳରେ ହୋଲି ପାଳନକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଆକ୍ରମଣରେ ମୃତ ମହିଳାଙ୍କ ପରିବାର ୫ ସଦସ୍ୟ ଆହତ ହୋଇଛନ୍ତି। ନିଶାଗ୍ରସ୍ତ ଅବସ୍ଥାରେ କିଛି ବ୍ୟକ୍ତି ସୋମବାର ଅପରାହ୍ନ ୧୦ ଟାରେ ମହିଳାଙ୍କ ଘରେ ପଶି ବାଡ଼ି ଓ ପଥରେ ଆକ୍ରମଣ କରିଥିଲେ। ମହିଳାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ପରିବାର ୫ ଜଣ ସଦସ୍ୟ। ସେମାନେ ମଧ୍ୟ ଆହତ […] The post ହୋଲି ପାଳନକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା appeared first on Dharitri Odia News.

ହୋଲି ପାଳନକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା
ଲକ୍ଷ୍ନୌ,୨୯।୩ : ଉତ୍ତର ପ୍ରଦେଶର ଏଟାଓ୍ବା ଜିଲାର ମେବତି ତୋଲା ଅଞ୍ଚଳରେ ହୋଲି ପାଳନକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଆକ୍ରମଣରେ ମୃତ ମହିଳାଙ୍କ ପରିବାର ୫ ସଦସ୍ୟ ଆହତ ହୋଇଛନ୍ତି। ନିଶାଗ୍ରସ୍ତ ଅବସ୍ଥାରେ କିଛି ବ୍ୟକ୍ତି ସୋମବାର ଅପରାହ୍ନ ୧୦ ଟାରେ ମହିଳାଙ୍କ ଘରେ ପଶି ବାଡ଼ି ଓ ପଥରେ ଆକ୍ରମଣ କରିଥିଲେ। ମହିଳାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ପରିବାର ୫ ଜଣ ସଦସ୍ୟ। ସେମାନେ ମଧ୍ୟ ଆହତ ହୋଇଥିବା ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ପ୍ରସାଦ କହିଛନ୍ତି। The post ହୋଲି ପାଳନକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା appeared first on Dharitri Odia News.