ହାତୀ ଆକ୍ରମଣରେ ଫୁଣି ଜଣେ ଆଘାତ

ହାତୀ ଆକ୍ରମଣରେ ଫୁଣି ଜଣେ ଆଘାତ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଗୁରୁବାରୀ ସାହୁ ଗତ କାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣ ରେ ଗୁରୁତର ହୋଇଛନ୍ତି, ତାଙ୍କୁ ଗୁରୁତର ଭାବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି,ତାଙ୍କର ଅବସ୍ଥା ସଂକଟପୂର୍ଣ୍ଣ ରହିଥିବା ବେଳେ ତାଙ୍କର ଏକ ହାତ ଭାଙ୍ଗି ଯାଇଛି, ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ,

ହାତୀ ଆକ୍ରମଣରେ ଫୁଣି ଜଣେ ଆଘାତ