୨୪ ଘଂଟାରେ ରାଜ୍ୟରେ ୮୨୧୬ ନୂଆ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧ ପଜିଟିଭ; ସୁନ୍ଦରଗଡ ୬୩୬ ଓ କଟକରୁ ୪୪୭ ନୂଆ ମାମଲା

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । କିଛି ଦିନ ହେଲା ଦୈନିକ ଆକ୍ରାନ୍ତ ୮ ହଜାର ଉପରେ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ୮୨୧୬ ନୂଆ ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ଓ ସୁନ୍ଦରଗଡରୁ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୪୭, ପୁରୀରେ ୪୦୨ ପଜିଟିଭ ସମେତ ରାଜ୍ୟର ୨୧ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ । ୬ […]

୨୪ ଘଂଟାରେ ରାଜ୍ୟରେ ୮୨୧୬ ନୂଆ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧ ପଜିଟିଭ; ସୁନ୍ଦରଗଡ ୬୩୬ ଓ କଟକରୁ ୪୪୭ ନୂଆ ମାମଲା
କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । କିଛି ଦିନ ହେଲା ଦୈନିକ ଆକ୍ରାନ୍ତ ୮ ହଜାର ଉପରେ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ୮୨୧୬ ନୂଆ ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ଓ ସୁନ୍ଦରଗଡରୁ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୪୭, ପୁରୀରେ ୪୦୨ ପଜିଟିଭ ସମେତ ରାଜ୍ୟର ୨୧ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ । ୬ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ ଉପରେ ରହିଛି । ଚଳିତ ମେ ମାସର ତିନି ଦିନ ଭିତରେ ମୋଟ ୨୫ ହଜାର ୧୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୧୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।