କିଷାନ୍ ସମୃଦ୍ଧି କାର୍ଡ
କିଷାନ ସମୃଦ୍ଧି କାର୍ଡ ଆମ ଚାଷୀ ଭାଇଙ୍କୁ ସମୃଦ୍ଧ କରିବା ପାଇଁ IAL ର ସଫଳ ପ୍ରଚେଷ୍ଟା
ଇଣ୍ଡିଆନ୍ ଏଗ୍ରିପ୍ରିନ୍ୟୁର୍ସ୍ ଲିମିଟେଡ ଦ୍ବାରା କୃଷକମାନଙ୍କ ଆୟକୁ ବଢାଇବା ଏବଂ ସେମାନଙ୍କୁ
କୃଷି କ୍ଷେତ୍ରରେ ହେଉଥିବା ବିକାଶ ସମ୍ପର୍କରେ ଅବଗତ କରାଇବା ଓ ସେମାନଙ୍କୁ ଏହି ବିକାଶ ପଥରେ
ଅଗ୍ରସର କରାଇବା ପାଇଁ କିଷାନ୍ ସମୃଦ୍ଧି କାର୍ଡ ନାମରେ ଏକ ଯୋଜନାରେ ଶୁଭାରମ୍ଭ କରାଯାଇଛି ! ଏହି
କାର୍ଡ କମ୍ପାନୀର ଏକ ସଦସ୍ୟତା କାର୍ଡ ଯାହା ପାଇଁ ମାତ୍ର ୧୯୯/- ବିନିଯୋଗ କରିବାକୁ ପଡିଥାଏ | ସବୁ
କୃଷକ ମାନଙ୍ଗର ପଞିକରଣ ଏକ ମୋବାଇଲ୍ ଆପ୍ ଜରୀଆରେ ହୋଇଥାଏ | ନିଜର ପ୍ରତ୍ୟେକ ସଦସ୍ଯ
ପାଇଁ କମ୍ପାନୀ ବାର୍ଷିକ ୩ ଲକ୍ଷ ଟଙ୍କାର ନିଃଶୁକ୍ଳ ଦୁର୍ଘଟଣା ବୀମା ପ୍ରଦାନ କରିଥାଏ ! ଯାହାକି IFFCO-TOKIO କମ୍ପାନୀ ଦାରା ପ୍ରଦତ୍ତ ଏବଂ ଏହି ବୀମା ସଦସ୍ୟତା ଗ୍ରହଣ କରିବାର ୬୦ ଦିନ ପରେ ଲାଗୁ
ହୋଇଥାଏ | ଏହାର ପ୍ରମାଣ ସ୍ୱରୂପ ୬୦ ଦିନ ମଧ୍ୟରେ ପଲିସିର ସମସ୍ତ କାଗଜପତ୍ର ଦିଆଯାଇଥାଏ |
କାର୍ଡର ସଦସ୍ଯ ମାନଙ୍କୁ ନିତ୍ଯ ବ୍ୟବହାର ଜିନିଷ ଯେପରିକି ଖାଦ୍ଯ ସାମଗ୍ରୀ, କୃଷି ଉପକରଣ, ଜୈବିକ
ସାର ଏବଂ ଗୃହଉପକରଣ ଉପରେ ବିଶେଷ ରିହାତି ପ୍ରଦାନ କରାଯାଇଥାଏ |
ଯେଉଁ ଗ୍ରାମ ପଞ୍ଚାୟତରେ ୫୦୦ ରୁ ଅଧିକ ସଦସ୍ଯ ହୋଇଯାଇଥିବେ ସେଠାରେ କମ୍ପାନୀ
କିଷାନ୍ କି ଦୋକାନ୍ ନାମକ ଏକ ଷ୍ଟୋର ଖୋଲିବ | ଏହି ଷ୍ଟୋର ଟି ଫରାଞାଇଜ୍ ମତେଲ୍ରେ ଖୋଲାଯିବ
ଏବଂ ଏହା ଭାରତର ସବୁଠାରୁ କମ୍ ବିନିଯୋଗର ବ୍ୟବସାୟ ହେବ | ଏହି ଷ୍ଟୋରରୁ ସଦସ୍ଯ ମାନଙ୍କୁ
ବିଭିନ୍ନ ପ୍ରକାରର ବୀମା ଯେପରିକି- ଜୀବନବୀମା, ଫସଲବୀମା, ପରିବହନ ବୀମା ବିଶେଷ ମୂଲ୍ୟରେ
ପ୍ରଦାନ କରାଯିବ । ପ୍ରତ୍ୟେକ ସଦସ୍ୟ କିଷାନ କ୍ରେଡିଟ୍ ଲୋନ୍, ପ୍ରୋଜେକ୍ଟ ଫାଇନାନ୍ସ, ମାଇକ୍ରୋ
ଫାଇନାନ୍ସ ଏବଂ ରିଟେଲର୍ ଲୋନ୍ ମଧ୍ୟ ପାଇପାରିବେ । କମ୍ପାନୀ ସହିତ ଜଡିତ ବ୍ୟାଙ୍କ ଏବଂ
ମାଇକ୍ରୋ ଫାଇନାନ୍ସ ଦାରା ଏହି ଲୋନ୍ ଉପଲବ୍ଧ, କରାଯିବ | ଆମର ଡାଇରେକ୍ଟର ଶ୍ରୀଯୁକ୍ତ ରୋହିତ
ସାଲ୍ୱନ୍ଙ୍କ ମତରେ କୃଷକମାନେ ଆମ ଦେଶର ମେରୁଦଣ୍ତ ଏବଂ ସେମାନଙ୍କର ତଥା ସେମାନଙ୍କ
ପରିବାରର ବିକାଶ ଆମର ଦାୟିତ୍ୱ | କେବଳ ଏତିକି ନୁହେଁ, ମହିଳା ମାନଙ୍କୁ କୁଟୀରଶିଳ୍ପ ବିଷୟରେ
ଅବଗତ କରାଇବା ପାଇଁ ବିଭିନ୍ନ ଭିଡିଓ ମାଧ୍ୟମରେ ସଚେତନ କରାଯିବ | ଅଧିକ ଜାଣିବା ପାଇଁ
କିଷାନ କି ଦୋକାନ ଡଟ୍ କମ୍ ରେ ଲଗ୍ଇନ୍ କରନ୍ତୁ |
Dreamsrider
Oct 22, 2020 - 16:05
Updated: Oct 22, 2020 - 16:08
342
0