ପୁଣି ଥରେ ନାଲକୋ କତୃପକ୍ଷ ଙ୍କ ଅପଗରତା ସାମ୍ନା କୁ ଆସିଅଛି।

ପୁଣି ଥରେ ନାଲକୋ କତୃପକ୍ଷ ଙ୍କ ଅପଗରତା ସାମ୍ନା କୁ ଆସିଅଛି। ଆଜି ପ୍ରାୟ ୩ ଘଟିକା ସମୟରେ ପିଙ୍ଗୁଆ ପାଖ ଲେବେଲ୍ କ୍ରସିଂ ନିକଟ ରେ ନାଲକୋ ସିପିପି ପ୍ଲାଣ୍ଟ ରୁ ଭରତପୁର କୁ ଯାଇଥିବା ୩୩୦୦ କେବି ଏଲେକ୍ଟ୍ରିକ ଲୁହା ପୋଲ୍ ଟି ଅଧା ରୁ ଭାଙ୍ଗି ଯିବାରୁ ତାଳଚେର ରୁ ଅନୁଗୋଳ ଯାଉଥିବା ଜଣେ ବ୍ୟକ୍ତି ଙ୍କ ବାଇକ ଓପରେ ୩୩୦୦ କେଭି ଇଲେକ୍ଟ୍ରି ତାର ଟି ପଡି ଯାଇଥିଲା ଭାଗ୍ୟବସତ୍ ବିଦ୍ୟୁତ୍ ପ୍ରସାରିତ ବନ୍ଦ ଥିବାରୁ ଉକ୍ତ ବ୍ୟକ୍ତି ଙ୍କ ର ବିଶେଷ କିଛି କ୍ଷତି ହୋଇ ନଥିବା ଜଣା ପଡିଅଛି ଏହି କାରଣ ରୁ ପ୍ରାୟ ୨ ଘଣ୍ଟା ଧରି ସେହି ରାସ୍ତା ଦେଇ ଗାଡ଼ି ଚାଳନା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା ନାଲକୋ କତୃପକଷ ଙ୍କୁ ସେଠାରେ କାର୍ଯ୍ୟରତ ସିଆଇସେଫ୍ କର୍ମଚାରୀ ଖବର ଦେବା ପରେ ମଧ୍ୟ ୨ ଘଣ୍ଟା ପର୍ଯ୍ୟନ୍ତ ନାଲକୋ କତୃପକ୍ଷ ଙ୍କ ଦେଖା ନଥିଲା ଏଥି ନେଇ ପିଂଙ୍ଗୁଆ ଗ୍ରାମବାସୀ ଏବଂ ଆସ ପାସ ଇଲାକା ର ଅଟକି ରହିଥିବା ଲୋକ ଙ୍କ ମନୋ ରେ ଅସନ୍ତୋଷ ଦେଖା ଦେଇଥିଲା ଏବଂ ହାଲ୍କା ପବନ ରେ ୨ ବର୍ଷ ତଳେ ନୂତନ ଲାଗିଥିବା ଇଲେକ୍ଟ୍ରି ଲୁହା ପୋଲ୍ ଟି ହଠାତ୍ କିପରି ଭାଙ୍ଗି ଗଲା ସେଥି ନେଇ ଲୋକ ଙ୍କ ମନୋ ରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ନାଲକୋ ର ଏହିପରି ନିମ୍ନମାନର କାର୍ଯ୍ୟ ପାଇଁ ଏହିପରି ବିପଦ କୁ ଆଗାମୀ ଦିନ ରେ ଏଡାଇ ଦିଆ ନ ଯାଇପାରେ ବୋଲି ବିଚାର କରାଯାଇଅଛି ଏବଂ ଉକ୍ତ ରାସ୍ତା ଦେଇ ନାଲକୋ ର ରେଳୱେ ଲାଇନ ରେ କୌଣସି ରେଳୱେ ଫାଟକ ନଥିବା ରୁ ଭବିଷ୍ୟତ ରେ ଆଉ ଏକ ବଡ଼ ବିପଦ କୁ ଏଡାଇ ନ ଦିଆ ଯାଇପାରେ

ପୁଣି ଥରେ ନାଲକୋ କତୃପକ୍ଷ ଙ୍କ ଅପଗରତା ସାମ୍ନା କୁ ଆସିଅଛି।
ପୁଣି ଥରେ ନାଲକୋ କତୃପକ୍ଷ ଙ୍କ ଅପଗରତା ସାମ୍ନା କୁ ଆସିଅଛି।