ଭିଆରଏସ୍ ନେଲେ 5T ସଚିବ ଭି. କେ. ପାଣ୍ଡିଆନ୍

Dreams Rider(ବ୍ୟୁରୋ): ଭିଆରଏସ୍ ନେଲେ 5T ସଚିବ ଭି. କେ. ପାଣ୍ଡିଆନ୍ । ସେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଭି. କେ. ପାଣ୍ଡିଆନଙ୍କ ଭିଆରଏସକୁ ମଞ୍ଜୁରୀ ଦେଇଛି । The post ଭିଆରଏସ୍ ନେଲେ 5T ସଚିବ ଭି. କେ. ପାଣ୍ଡିଆନ୍ appeared first on Dreams Rider.