ଭୂତକୋଠୀ ପାଲଟିଛି ସ୍ୱାସ୍ଥ୍ୟକେନ୍ଦ୍ର
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଭୂତକୋଠୀ ରେ ପରିଣତ ହୋଇଛି । କେନ୍ଦ୍ରର ରକ୍ଷଣାବେକ୍ଷଣ ଅଭାବରୁ ଘର ଚାରିପାଖରେ ବଣ ବୁଦାରେ ପରିପୂର୍ଣ୍ଣ ହୋଇଥିବା ବେଳେ କେନ୍ଦ୍ର କୌଣସି କାର୍ଯ୍ୟରେ ଆସୁନାହିଁ । ବିଭିନ୍ନ ସମୟରେ ଆଶାକର୍ମୀ ମାନଙ୍କ ଦ୍ୱାରା ଜରୁରୀ କାଳୀନବୈଠକ ହେଲେ ନିଜର କାର୍ଯ୍ୟ।ଳୟ ଥାଇ ମଧ୍ୟ ଏଠି ସେଠି ବୈଠକ ହେଉଛି । ଘରର ମରାମତି ଅଭାବରୁ ଘର ଏବଂ ବାହାର ଉଈ ହୁଙ୍କା ପାଲଟି […] The post ଭୂତକୋଠୀ ପାଲଟିଛି ସ୍ୱାସ୍ଥ୍ୟକେନ୍ଦ୍ର appeared first on Dreams Rider

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଭୂତକୋଠୀ ରେ ପରିଣତ ହୋଇଛି । କେନ୍ଦ୍ରର ରକ୍ଷଣାବେକ୍ଷଣ ଅଭାବରୁ ଘର ଚାରିପାଖରେ ବଣ ବୁଦାରେ ପରିପୂର୍ଣ୍ଣ ହୋଇଥିବା ବେଳେ କେନ୍ଦ୍ର କୌଣସି କାର୍ଯ୍ୟରେ ଆସୁନାହିଁ । ବିଭିନ୍ନ ସମୟରେ ଆଶାକର୍ମୀ ମାନଙ୍କ ଦ୍ୱାରା ଜରୁରୀ କାଳୀନବୈଠକ ହେଲେ ନିଜର କାର୍ଯ୍ୟ।ଳୟ ଥାଇ ମଧ୍ୟ ଏଠି ସେଠି ବୈଠକ ହେଉଛି । ଘରର ମରାମତି ଅଭାବରୁ ଘର ଏବଂ ବାହାର ଉଈ ହୁଙ୍କା ପାଲଟି ଗଲାଣି । ଘର ପାଖରେ ବଡବଡ ଶୁଖିଲା ଗଛ ଥିବା ବେଳେକେଉଁ ମୁହୂର୍ତ୍ତରେ ଭାଙ୍ଗି ଏହା ଘର ଉପରେ ପଡ଼ିବ ତାହା କହିହେବ ନାହିଁ।ଏଭଳି ଅବସ୍ଥାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମରାମତି ଏବଂ ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି । The post ଭୂତକୋଠୀ ପାଲଟିଛି ସ୍ୱାସ୍ଥ୍ୟକେନ୍ଦ୍ର appeared first on Dreams Rider