ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୧୪ ।୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ୍ ଆସିଛି । ଏନେଇ ଖୋଦ୍ ଅମିତ ଶାହା ଟ୍ୱିଟ୍ କରି ସୂଚନା ଦେବା ସହ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ଘରେ ତାଙ୍କୁ ପୃଥକବାସରେ ରହିବାକୁ ପହିବ ବୋଲି ସେ କହିଛନ୍ତି । आज मेरी कोरोना टेस्ट रिपोर्ट नेगेटिव आई है। मैं ईश्वर का धन्यवाद करता हूँ और इस […] The post ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା appeared first on Odisha Bhaskar.

ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ,୧୪ ।୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ୍ ଆସିଛି । ଏନେଇ ଖୋଦ୍ ଅମିତ ଶାହା ଟ୍ୱିଟ୍ କରି ସୂଚନା ଦେବା ସହ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ଘରେ ତାଙ୍କୁ ପୃଥକବାସରେ ରହିବାକୁ ପହିବ ବୋଲି ସେ କହିଛନ୍ତି । आज मेरी कोरोना टेस्ट रिपोर्ट नेगेटिव आई है। मैं ईश्वर का धन्यवाद करता हूँ और इस समय जिन लोगों ने मेरे स्वास्थ्यलाभ के लिए शुभकामनाएं देकर मेरा और मेरे परिजनों को ढाढस बंधाया उन सभी का ह्रदय से आभार व्यक्त करता हूँ।डॉक्टर्स की सलाह पर अभी कुछ और दिनों तक होम आइसोलेशन में रहूँगा। — Amit Shah (@AmitShah) August 14, 2020 कोरोना संक्रमण से लड़ने में मेरी मदद करने वाले और मेरा उपचार करने वाले मेदांता अस्पताल के सभी डॉक्टर्स व पैरामेडिकल स्टाफ का भी आभार व्यक्त करता हूँ। @medanta — Amit Shah (@AmitShah) August 14, 2020 The post ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା appeared first on Odisha Bhaskar.