କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରୁ ପାସ୍ କଲେ ଅନଲାଇନ କୋର୍ସ, ସେୟାର କଲେ ସାର୍ଟିଫିକେଟ୍

ନୂଆଦିଲ୍ଲୀ ୨୨/୦୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ କ୍ୟାରିୟରରେ ଯୋଡିହେଲା ଆଉ ଏକ ସଫଳତା । ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଅନଲାଇନ୍ ପାଠ୍ୟକ୍ରମ ଶେଷ କରିଛନ୍ତି । ବ୍ୟବସାୟ ଆନାଲିଟିକ୍ସରେ ସେ ଅନଲାଇନ୍ ପାଠ୍ୟକ୍ରମ ଫେବୃଆରୀ ୨୦, ୨୦୨୨ରେ ଶେଷ କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଜର ସଫଳତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । The pandemic with its challenges also presented an opportunity to learn, to live a fulfilled life; after @UCBerkeley enjoyed my learning at @Cambridge_Uni .. making time to upskill is a joy indeed. pic.twitter.com/mzbLnb6bKN— Smriti Z Irani (@smritiirani) February 20, 2022 ସ୍ମୃତି ଇରାନୀ ଟ୍ୱିଟ୍ କରି ଲେଖିଛନ୍ତି ପାଣ୍ଡେମିକ ପରିସ୍ଥିତିରେ କିଛି ନୂଆ ଶିଖିବା ଆହ୍ୱାନଠାରୁ କମ୍ ନୁହେଁ । ପାଣ୍ଡେମିକରେ କିଛି ନୂଆ ଶିଖିବା ଏବଂ କରିବା ନୂଆ କରି ଜୀବନ ପାଇବା ଭଳି ମନେ ହେଉଛି । UCBerkeley ପରେ, ମୁଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଶିଖିବାକୁ ଉପଭୋଗ କଲି । ତୁମର କୌଶଳ ବୃଦ୍ଧି ପାଇଁ ସମୟ ନେବା ପ୍ରକୃତରେ ଆନନ୍ଦଦାୟକ । View this post on Instagram A post shared by Smriti Irani (@smritiiraniofficial) ସ୍ମୃତି ଇରାନୀ ଇନଷ୍ଟାଗ୍ରାମରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ପ୍ରମାଣପତ୍ରର ଚିତ୍ର ମଧ୍ୟ ସେୟାର କରିଛନ୍ତି । ଏହି ସଫଳତା ପାଇଁ ପ୍ରଶଂସକ ଇରାନୀଙ୍କ ଉପରେ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ବହୁତ ପ୍ରଶଂସା କରିଛନ୍ତି ।