ଗ୍ୟାସ୍ ପାଇପ୍ ଲାଇନର ଲୋକାର୍ପଣ, ଜାଣନ୍ତୁ କ’ଣ କହିଲେ ମୋଦୀ?

ନୂଆଦିଲ୍ଲୀ,୫ ।୧: କୋଚି-ମାଙ୍ଗାଲୁରୁ ଗ୍ରାସ୍ ପାଇପ୍ ଲାଇନର ଆଜି ଲୋକର୍ପଣ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିଛନ୍ତି । ପାଇପଲାଇନ୍ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ପାଇପଲାଇନର ଲମ୍ବ ୪୫୦ କିଲୋମିଟର ରହିଛି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ‘ମିଳିମିଶି କାମ କଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ୨ ରାଜ୍ୟର ବିକାଶରେ ଏହା ବହୁତ ବଡ […] The post ଗ୍ୟାସ୍ ପାଇପ୍ ଲାଇନର ଲୋକାର୍ପଣ, ଜାଣନ୍ତୁ କ’ଣ କହିଲେ ମୋଦୀ? appeared first on Odisha Bhaskar.

ଗ୍ୟାସ୍ ପାଇପ୍ ଲାଇନର ଲୋକାର୍ପଣ, ଜାଣନ୍ତୁ କ’ଣ କହିଲେ ମୋଦୀ?
ନୂଆଦିଲ୍ଲୀ,୫ ।୧: କୋଚି-ମାଙ୍ଗାଲୁରୁ ଗ୍ରାସ୍ ପାଇପ୍ ଲାଇନର ଆଜି ଲୋକର୍ପଣ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିଛନ୍ତି । ପାଇପଲାଇନ୍ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ପାଇପଲାଇନର ଲମ୍ବ ୪୫୦ କିଲୋମିଟର ରହିଛି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ‘ମିଳିମିଶି କାମ କଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ୨ ରାଜ୍ୟର ବିକାଶରେ ଏହା ବହୁତ ବଡ ଭୂମିକା ନିଭାଇବ । ୨ ରାଜ୍ୟରେ ପ୍ରଦୂଷଣ କମ୍ କରିବାରେ ଏହା ମୁଖ୍ୟ ଭୂମିକା ନିଭାଇବ ।’ The post ଗ୍ୟାସ୍ ପାଇପ୍ ଲାଇନର ଲୋକାର୍ପଣ, ଜାଣନ୍ତୁ କ’ଣ କହିଲେ ମୋଦୀ? appeared first on Odisha Bhaskar.