ପିପିଲି ହାଜତ ନିର୍ଯାତନା ଘଟଣାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ

ଭୁବନେଶ୍ୱର – କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ପିପିଲି ହାଜତ ନିର୍ଯାତନା ଘଟଣାର ତଦନ୍ତ କରିବେ । ରାଜ୍ୟ ପୋଲିସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଏନେଇ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଗତ ନଭେମ୍ବର ୧୩ ତାରିଖରେ ପିପିଲି ପୋଲିସ୍ ଏକ ଗଣ୍ଡଗୋଳ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହାଫିଜ ଖାନ, ପ୍ରତାପ କୁମାର ବେହେରା, ରାଜୁ ବେହେରା, ମହମ୍ମଦ ତଫିକ୍ ଓରଫ ଜୁମା ଓ ଜଗନ୍ନାଥ ପଶୁପାଳକଙ୍କୁ ପିପିଲି […] The post ପିପିଲି ହାଜତ ନିର୍ଯାତନା ଘଟଣାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ appeared first on The News Room.

ପିପିଲି ହାଜତ ନିର୍ଯାତନା ଘଟଣାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ
ଭୁବନେଶ୍ୱର – କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ପିପିଲି ହାଜତ ନିର୍ଯାତନା ଘଟଣାର ତଦନ୍ତ କରିବେ । ରାଜ୍ୟ ପୋଲିସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଏନେଇ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଗତ ନଭେମ୍ବର ୧୩ ତାରିଖରେ ପିପିଲି ପୋଲିସ୍ ଏକ ଗଣ୍ଡଗୋଳ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହାଫିଜ ଖାନ, ପ୍ରତାପ କୁମାର ବେହେରା, ରାଜୁ ବେହେରା, ମହମ୍ମଦ ତଫିକ୍ ଓରଫ ଜୁମା ଓ ଜଗନ୍ନାଥ ପଶୁପାଳକଙ୍କୁ ପିପିଲି ଥାନାରେ ଅଟକ ରଖାଯାଇ ମାଡ଼ ମରାଯାଇଥିବା ସେମାନଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଅଟକ ୬ ଅଭିଯୁକ୍ତଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । The post ପିପିଲି ହାଜତ ନିର୍ଯାତନା ଘଟଣାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ appeared first on The News Room.