ଭିଜିଲାନ୍ସ ଜାଲରେ ଫସିଲେ ଡାକ୍ତର

କନ୍ଧମାଳ,୩୧ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଡାକ୍ତର । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନ୍ଧମାଳ ଫିରିଙ୍ଗିଆର ଡାକ୍ତର ନିଶିଥ ନିଶାଙ୍କ ମାଲୁ । ସ୍ୱାସ୍ଥ୍ୟକର୍ମୀ ବେଣୁପାଣି ଦିଗାଲଙ୍କଠାରୁ ଆରସିଏମ୍ ଏବଂ ଟିଏ ବିଲ୍ ପାସ୍ କରାଇବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର । ତେବେ ନିଶିଥଙ୍କ ଧରାପଡ଼ିବା ପରେ ତାଙ୍କ ବାସଭବନ ଓ ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ଘରେ […] The post ଭିଜିଲାନ୍ସ ଜାଲରେ ଫସିଲେ ଡାକ୍ତର appeared first on Odisha Bhaskar.

ଭିଜିଲାନ୍ସ ଜାଲରେ ଫସିଲେ ଡାକ୍ତର
କନ୍ଧମାଳ,୩୧ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଡାକ୍ତର । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନ୍ଧମାଳ ଫିରିଙ୍ଗିଆର ଡାକ୍ତର ନିଶିଥ ନିଶାଙ୍କ ମାଲୁ । ସ୍ୱାସ୍ଥ୍ୟକର୍ମୀ ବେଣୁପାଣି ଦିଗାଲଙ୍କଠାରୁ ଆରସିଏମ୍ ଏବଂ ଟିଏ ବିଲ୍ ପାସ୍ କରାଇବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର । ତେବେ ନିଶିଥଙ୍କ ଧରାପଡ଼ିବା ପରେ ତାଙ୍କ ବାସଭବନ ଓ ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । The post ଭିଜିଲାନ୍ସ ଜାଲରେ ଫସିଲେ ଡାକ୍ତର appeared first on Odisha Bhaskar.