ସୌଦି ଆରବ ଛାତ୍ରୀଛାତ୍ର ପଢ଼ିବେ ରାମାୟଣ, ମହାଭାରତ

ରିୟାଦ,୨୩।୪: ସୌଦି ଆରବର ଶିକ୍ଷା କ୍ଷେତ୍ରରେ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନୂଆ ଭିଜନର ଏକ ଅଂଶ ଭାବେ, ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଦେଶର ସଂସ୍କୃତି ବିଷୟରେ ପଢ଼ାଯିବ। ଯାହା ଫଳରେ ଅନ୍ୟ ଦେଶର ଇତିହାସ ଏବଂ ସଂସ୍କୃତି ସମ୍ପର୍କରେ ଛାତ୍ରୀଛାତ୍ର ଅଧିକ ଜ୍ଞାନ ଆହରଣ କରିପାରିବେ। ରିପୋର୍ଟ ଅନୁଯାୟୀ, ଏହାର ଅଂଶ ଭାବେ ଛାତ୍ରୀଛାତ୍ରଙ୍କୁ ରାମାୟଣ ଓ ମହାଭାରତ ପଢ଼ାଯିବ। ଯୋଗ ଓ ଆୟୁର୍ବେଦ ଭଳି ଭାରତୀୟ ସଂସ୍କୃତିକୁ ସିଲାବସରେ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଇଂରାଜୀ […] The post ସୌଦି ଆରବ ଛାତ୍ରୀଛାତ୍ର ପଢ଼ିବେ ରାମାୟଣ, ମହାଭାରତ appeared first on Dharitri Odia News.

ସୌଦି ଆରବ ଛାତ୍ରୀଛାତ୍ର ପଢ଼ିବେ ରାମାୟଣ, ମହାଭାରତ
ରିୟାଦ,୨୩।୪: ସୌଦି ଆରବର ଶିକ୍ଷା କ୍ଷେତ୍ରରେ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନୂଆ ଭିଜନର ଏକ ଅଂଶ ଭାବେ, ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଦେଶର ସଂସ୍କୃତି ବିଷୟରେ ପଢ଼ାଯିବ। ଯାହା ଫଳରେ ଅନ୍ୟ ଦେଶର ଇତିହାସ ଏବଂ ସଂସ୍କୃତି ସମ୍ପର୍କରେ ଛାତ୍ରୀଛାତ୍ର ଅଧିକ ଜ୍ଞାନ ଆହରଣ କରିପାରିବେ। ରିପୋର୍ଟ ଅନୁଯାୟୀ, ଏହାର ଅଂଶ ଭାବେ ଛାତ୍ରୀଛାତ୍ରଙ୍କୁ ରାମାୟଣ ଓ ମହାଭାରତ ପଢ଼ାଯିବ। ଯୋଗ ଓ ଆୟୁର୍ବେଦ ଭଳି ଭାରତୀୟ ସଂସ୍କୃତିକୁ ସିଲାବସରେ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଇଂରାଜୀ ଭାଷାକୁ ସୌଦି ଆରବିଆନ ଛାତ୍ରୀଛାତ୍ରଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। The post ସୌଦି ଆରବ ଛାତ୍ରୀଛାତ୍ର ପଢ଼ିବେ ରାମାୟଣ, ମହାଭାରତ appeared first on Dharitri Odia News.